ଆଫଗାନିସ୍ତାନରେ ସମାନ୍ତରାଳ ସରକାର ଘୋଷଣା କରିବେ ପଞ୍ଜଶୀର ବିଦ୍ରୋହୀ ବାହିନୀ

କାବୁଲ : ତାଲିବାନ ପଞ୍ଜଶୀରରେ ବିଜୟ ହାସଲ କରିଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି ଏବଂ ସେଠାରେ ଏବେ ବି ୫୦ରୁ ଅଧିକ ସ୍ଥାନରେ ଲଢ଼େଇ ଜାରି ରହିଛି। ବିଦ୍ରୋହୀମାନେ ଏହି ପ୍ରଦେଶର ଶତାଧିକ ସ୍ଥାନରେ ନିଜର ଆଡ଼ା ସୁରକ୍ଷିତ କରିବା ସହ ଦୀର୍ଘକାଳୀନ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇସାରିଥିବାରୁ ପଞ୍ଜଶୀର ତାଲିବାନ ଦଖଲକୁ ଆସିବା ଏତେ ସହଜ ହେବନାହିଁ ବୋଲି କୁହାଯାଇଛି। ପଞ୍ଜଶୀର ବିଦ୍ରୋହୀ ବାହିନୀ ପକ୍ଷରୁ ଆଜି … Continue reading ଆଫଗାନିସ୍ତାନରେ ସମାନ୍ତରାଳ ସରକାର ଘୋଷଣା କରିବେ ପଞ୍ଜଶୀର ବିଦ୍ରୋହୀ ବାହିନୀ